Unsplash ଯୌବନର ବୟସରେ ଫୁଲ ର ରଙ୍ଗ ରସରେ କାମନା ଫୁଲଶର ରେ କ୍ଷତ ହୁଏ ହୃଦୟ ରେ କବିମନ ହଜିଯାଏ ପ୍ରେମରସେ ଭିଜିଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ ----ଶୁଭ ସକାଳ ---- ©Joy Krishna Behera କବିର ଶବ୍ଦ ସବୁ