ମେଳା ଲାଗିଛି ************** ଭିଡ ଠାରୁ ଅଳ୍ପ ଦୂରରେ, ମୁଁ ସବୁ କିଛି ଦେଖୁଛି, ଶୁଣୁଛି, କିନ୍ତୁ, ସେମାନେ କେହି ମୋତେ ଦେଖି ବି ଦେଖୁନାହାନ୍ତି, ମଲା ଦେହଟା ଉପରେ ଖାଲି ଛଳନାର ଅଶ୍ରୁ ଢଳା ଚାଲିଛି। ଥିଲାବେଳେ କେହି ଦେଖିଲେନି ଗଲା ପରେ ବାହୁନି କାନ୍ଦିବାର ସତେ ଏଠି ପ୍ରତିଯୋଗିତା ଚାଲିଛି।। ଏଇଠି ଏଵେ ବି ମେଳା ଲାଗିଛି, ଦ୍ରବ୍ୟର ମୁଲଚାଲ ହେଉଛି, ମୋ ପରେ କାହା ଭାଗ୍ୟରେ କଣ ଆସିବ ସେ ସବୁର ହିସାବ ଚାଲିଛି।। ©Subrat Kanungo #intezaar