White ହାତକୁ ଆଉଁସି ପାଖେ ମୋର ବସି କଥା ତୁହି କହିଯାଉ, ତୋ ଆଖିକୁ ଚାହିଁ ଭାବୁଥାଏ ମୁହିଁ ଏତେ କାଈ ଭଲପାଉ। ଦୂରରୁ ତୁ ମୋତେ ଡାକିଦେଉ ଯେବେ ଛାତି ହୁଏ ଧକ୍ ଧକ୍, ଡାକି ମୋତେ ଯେବେ ପାଖେ ମୋର ବସୁ ମନେ ଛନକା ମୋ ଛକ୍ ଛକ୍। ହାଏ..................।। ମନେ ଯେତେ ଦୁଃଖ ଅଛି ତୋର ସାଥୀ ସବୁ ବଖାଣି ମୋ ଆଗେ ଦଉ, ଦୁଃଖେ ତୋର ଦୁଃଖୀ ସୁଖେ ତୋର ସୁଖୀ ମନ ମୋ ତୋ ପାଇଁ ଥାଉ। ଦୂରେଇ ଯାଇ ତୁ କେତେ ଦୁଃଖେ ଅଛୁ ଜଣାଇ ତୁ ଦେଉ ମୋତେ, ହେଲେ ମୋର ଦୁଃଖ କହିବି କିପରି ସୋପନେ ତୁ କହିଯାଉ ସତେ। ଖୁସି ହେବି କି ଦୁଃଖ ମୁ କରିବି ମନ ମୋ ପାରେନି ବୁଝି, ସତ ନୁହେଁ ଏ ସୋପାନ ଅଟଇ ଦୁଃଖେ ମୁ ଯାଉଛି ଭିଜି....।। ©Subha Subha #ଅଧୁର ଗପ #reallove