##ମୃତ୍ୟୁ ପରେ## ମୃତ୍ୟୁ ପରେ ସେ ଦୁନିଆ କେତେ ସୁନ୍ଦର କି ବିକଟାଳ ଛଦ୍ମ ବେଶୀ ଇଶ୍ଵର ନ ଥିବେ ବିକୃତ ଯମଦୂତମାନେ ଦଣ୍ଡିତ କରିବାର ସ୍ପୃହା ଦେଖେଇ ପାଛୋଟି ନେଉଥିବେ ସତ ହେଲେ ପ୍ରେମ କରିବା ଛଳନାରେ ନୁହଁ କିମ୍ବା ପ୍ରେମ ରସ ପିଏଇ ତୃପ୍ତ ଆନନ୍ଦ ଦେଉଥିବା ଦେବଦୂତ ନ ଥିବେ ମୁଁ କହିବି ସେ ମୃତ୍ୟୁ ର ଦୁନିଆ ଏ ମିଥ୍ୟା ରୂପୀ ସତ ଠାରୁ ଢେର୍ ବାସ୍ତବତା ପୂର୍ଣ୍ଣ ଥିବ #yqbhaina#mrutyu#munodia#yqodia