ତୋତେ ପାଇବା ଆଶାରେ ତୋତେ ଟିକେ ଦେଖିବା ନିଶାରେ ଆଶାଆକାଶ ର ଭସା ବାଦଲରେ ବଉଦର ସଉଧ ଚଢିଲି ll ନିଶବ୍ଦ ରାସ୍ତା ର ବାଟୋଇ ହୋଇ ମନ୍ଦୀର ର ଘଣ୍ଟର ଶବ୍ଦରେ ମନ୍ଦୀର ର ସୁମଧୁର ଭଜନ ଭିତରେ ହଜିଗଲୁ ତୁ ଖାଲି ତୋ ନିରବଭାଷାରେ ll ଏତେ ବଡ ପୁଜାଛୁଟି ଟାରେ ମହାମାୟା ର ଆରାଧନାରେ ସଂସାର ମଜିଥିବା ବେଳେ ମୁଁ ଥିଲି ତୋ ପାଖଆଖ ରେ ଅନୁଭବ କରୁଥିଲି ତୋତେ ତୋର ସେ ଖିଆଲି ମନ ଟାକୁରେ ll ପୁଣି ତୁ ଆସିବୁ ମୋ ମନ ହ୍ରୁଦୟରେ ସ୍ଥାନ ମୋର ତୋର ସେଇ ୫୬" ଛାତିରେ ତୋଛାତିରେ ମୁଣ୍ଡରଖି ଶୋଇଥିବି ଦେଖିବୁ ଦେଖିବୁ ତୁ ଗୋଟେ ଶାନ୍ତ ଆଉ ଚିରନିଦ୍ରା ରେ ..... Æŕýâñ pŕïñčê âřýâ