Nojoto: Largest Storytelling Platform

ଦେଖି ତୋର ସରୁ ଅଣ୍ଟା high ହିଲ ଚାଲି, teen age ହୃଦୟ ମ

ଦେଖି ତୋର ସରୁ ଅଣ୍ଟା high ହିଲ ଚାଲି, 
teen age ହୃଦୟ ମୋ ଯାଉଚି ଚହଲି ।
କେବେ ଆସି ଦବୁ ଧରା କହିଦେଲେ ଖାଲି, ଚାଲିଯିବି ନେଇ ତତେ ଦୁବାଇ ମୁଁ ବୁଲି ।।

©Diptiranjan Sahoo
  #safar #diptiranjan #teen #loveindubai #love