ଯେତେବେଳେ ଝଗଡ଼ା ହୁଏ ଉଭୟ ପକ୍ଷରୁ ଯଦି ଜଣେ ଶାନ୍ତ ହୋଇ ନିଜ ଭୂଲ୍ ନ ଥାଇ ମଧ୍ଯ ଭୂଲ୍ ସ୍ବୀକାର କରିନେବ ତେବେ ଝଗଡ଼ାର ରୂପ ବିରାଟକାୟ ହେବ ନାହିଁ।ଏବଂ ଯଦି ଉଭୟ ପକ୍ଷରେ ଚିନ୍ତା କରିବେ ଯେ ମୋର ତ ଭୂଲ୍ ନାହିଁ ମୁଁ କାହିଁକି ଶାନ୍ତ ହେବି-ଏହି ପରିସ୍ଥିତିରେ ସମ୍ପର୍କରେ ତିକ୍ତତା ଆସିଥାଏ,ବେଳେବେଳେ ଝଗଡାର ସୀମା ଅତିକ୍ରମ ହୋଇଯାଇଥାଏ ଓ ସମ୍ପର୍କ ଭାଙ୍ଗି ଯାଇଥାଏ। ସମ୍ପର୍କର ସୂତ୍ର #yqodia #yqodiapoetry #yqodia writing