Nojoto: Largest Storytelling Platform

ଜୀବନର ଚଲାପଥ ରେ ହାତ ଧରିବା... ହାତ ଛାଡ଼ିବା... ଲାଗି ରହ

ଜୀବନର ଚଲାପଥ ରେ ହାତ ଧରିବା...
ହାତ ଛାଡ଼ିବା... 
ଲାଗି ରହିଥାଏ... 
କିଛି ଆମେ ପାଇଥାଉ... 
ତ କିଛି ହରେଇ ବି ଥାଉ... 
ଏଇ ପାଇବା ହରେଇବା ଭିତରେ... 
ଧରିବା ଛାଡ଼ିବା ଭିତରେ... 
ଗଢିବା ଭାଙ୍ଗିବା ଭିତରେ... 
ଆମେ ଏକା ହିଁ ରହିଯାଉ... 
ଏକା ଏକା ଚାଲିବାକୁ ହିଁ ହୁଏ... 
ଝୁଣ୍ଟି ପଡିଲେ ନିଜେ ପୁଣି ଉଠି ଆଗକୁ ବଢିବାକୁ ହିଁ ହୁଏ... 
ଜୀବନର ପ୍ରକୃତ ଅର୍ଥ ଏକାନ୍ତ ରେ ହିଁ ବୁଝାପଡେ... #beingalone #loveyourself #lovetobealone 

#alonesoul