ପ୍ରେମ ର ସାକ୍ଷୀ ମୋ ଆଖି ର ଇଶାରା ଯାଉନି ତୁମକୁ ଦେଖା, ପଥର ଜାଣିବି ଭଲ ମୁଁ ପାଇବି ନୁହେଁ ମୁଁ ଏମିତି ବୋକା; ନିଶବ୍ଦ ଶବ୍ଦ ରେ ଭାବନା ଲେଖେ ମୁଁ ପଢ଼ିବ କେବେ ମୋ ଲେଖା, "ଏକା ରହିଯିବ", ଡରାଅ କାହାକୁ ? କେବେ ଠୁ ଅଛି ମୁଁ ଏକା । @suvam@ #alone #Nojoto #odia #nojotoodia #Odisha #kabita #odianojoto #kabita