ଗଛ ଟିଏ ମୁହିଁ ଶୁଣ ମୋ କାହାଣୀ, ମୋ ପାଇଁ ଯେ ଚାଲେ ଏ ଧରଣୀ । ମୁଁ ନିଜେ କହୁଛି ମୋର ବ୍ୟଥା, ଶୁଣ ଥରେ ମନ ଦେଇ ମୋ ଅକୁହା କଥା । ନିଜ ପାଇଁ ଚାହେଁନା ମୁଁ କିଛି, ପରୋପକାର ପାଇଁ ତୋ ଦୁନିଆ ରେ ଅଛି । ନିଷ୍ଠୁର ମାନବ ଜାତି ମୋତେ କେତେ ଯନ୍ତ୍ରଣା ଦଉଛି, ମୋତେ ଯେ ସେ ହାଣି ଜାଳି ନିତି ମାରୁଛି । ମୋର ଚେର ଠୁ ନେଇ ପତ୍ର ଫୁଲ, ଫଳ ଓ ଛାଇ ସବୁ ତୋ ପର ପାଇଁ, ତଥାବି ଏ ମାନବ ମୋ ନିଷ୍ଠାପରତା କୁ ଦେଖୁ ତୋ ନାହିଁ । ©Lili Dey #peace