Nojoto: Largest Storytelling Platform

ଜୀବନ ରେ କୌଣସି ବି ସମ୍ପର୍କ ହେଉ, ତୃତୀୟ ଜଣକ ଆଗମନ ରେ ଢ

ଜୀବନ ରେ କୌଣସି ବି ସମ୍ପର୍କ ହେଉ, 
ତୃତୀୟ ଜଣକ ଆଗମନ ରେ ଢୀଲା ପଡି ଯାଏ ।
ଯେତେ ଚେଷ୍ଟା କଲେ ବି ମଣିଷ ବାଣ୍ଟି ହୋଇ ଯାଏ.......
ପରିଣାମ ସ୍ୱରୂପ 
ପ୍ରଥମ ଲୋକ ଟି ହିଁ ଆପେ ଆପେ ଦୂରେଇ ଯାଏ ।
କିନ୍ତୁ ଏହି ଦ୍ଵରତ୍ୱର ଆଭାସ ହେଉ ହେଉ ବହୁତ ବିଳମ୍ବ ହେଇ ଯାଏ । #ଓଡ଼ିଆମନକଥା #yabhaina #ମୋଭାବନାରୁ_କିଛି 
#ସମ୍ପର୍କର_ପରିଭାଷା

poonampatra1983

Poonam Patra

New Creator