Nojoto: Largest Storytelling Platform

ତୁମେ ଭୁଲ ନୁହଁ କି ମୁଁ ଭୁଲ ନୁହଁ ଭୁଲ ତ ସବୁ ଏ ଦୁନିଆର,

ତୁମେ ଭୁଲ ନୁହଁ କି ମୁଁ ଭୁଲ ନୁହଁ
ଭୁଲ ତ ସବୁ ଏ ଦୁନିଆର,
କଳନା କରିବାକୁ ତୁମକୁ କିଏ ବା କହିଛି
ସମୟ ତ ଦେବ ତାର ଉତ୍ତର  ।।

©Priyabrat Dehury 
  After a long interval

After a long interval #Shayari

47 Views