Nojoto: Largest Storytelling Platform

ଏକଦା ଜଣେ ବୟୋଜ୍ୟେଷ୍ଠ ଅଣଓଡିଆ ବାନ୍ଧବୀ ମୋତେ ଉପଦେଶ ସ୍ୱର

ଏକଦା ଜଣେ ବୟୋଜ୍ୟେଷ୍ଠ ଅଣଓଡିଆ ବାନ୍ଧବୀ ମୋତେ ଉପଦେଶ ସ୍ୱରୁପ କହିଥିଲେ-
" ତୁମେ ମାତୃଭାଷାରେ ନ ଲେଖି ଇଂରାଜୀ ଓ ହିନ୍ଦୀ ରେ ଲେଖା ଲେଖି କର । ତାହା ତୁମକୁ ନୂଆ ପରିଚୟ ତଥା ସମୃଦ୍ଧି ଆଣିଦେବ । "
କିନ୍ତୁ ତାଙ୍କୁ କିଏ ବୁଝାଇବ ଯେ ନିଜ ମାତୃଭାଷା ବିନା ଜଣେ ବିନା ଲୁଣର ବ୍ୟଞ୍ଜନ। #mothertounge 
#yqbaba #YQdidi #YQBhaina #YQOdia #MunOdia #yourquoteodia 
#ମାତୃଭାଷା