ଖେଳିବାକୁ ରଜ ଦୋଳି ଅଳତା ଲଗାଇ ପାଦରେ ଉଡୁଥିଲ ପବନର ତାଳେ ତାଳେ ରଜ ଗୀତ ଗାଇ ଆଷାଢ଼ ରେ, କେମିତି କରିବି ମନା ତୁମ ଜିଦ୍ ଆଗରେ ହାତ ଧରି ଚାଲୁଥିଲ ରଥ ଯାତ୍ରା ଭିଡରେ ଭିଡରେ ।। ✍ ନିହାର ରଞ୍ଜନ ପରିଡ଼ା #Ashadha