କବି ମନ ଭାବନାର ଗନ୍ତା ଘର ନାହିଁ କେବେ ଲେଖିବାରେ ଅନ୍ତ ତାର। ଫର୍ଦ୍ଦ ପରେ ଫର୍ଦ୍ଦ ଦିଏ ଲେଉଟାଇ ଲେଖୁ ଲେଖୁ ଯାଏ ସରି କଲମ ସାହି। ସମୟ ବି ଚକ ପରେ ଚକ ଦିଏ ଓଲଟାଇ ହେଲେ ବି ତ ଲେଖା ତାର ସରେନାହି। କାମନାର ଅନ୍ତ ଯେମିତି ହୁଏ ନାହିଁ ଲେଖିବାର ଲୋଭ ତାର ଛାଡେ ନାହିଁ। ଶେଷ ଧାଡ଼ି ଯେତେବେଳେ ଆସିଯାଏ ମନେ କିଛି ଭାବନା ତା ରୁଦ୍ଧ ହୋଇ ରହିଯାଏ। ପୁଣି ଏକ ଆରମ୍ଭ ନୂଆ ଶୀର୍ଷକରେ ପରବର୍ତ୍ତୀ ଅଧ୍ୟାୟ ପରି ଜୀବନରେ। Jyotshna rani sahoo Collab କରନ୍ତୁ ଉପରୋକ୍ତ ପଦରେ। ଲେଖନ୍ତୁ ଆପଣଙ୍କ କବିତା କଣ କୁହେ ଯେବେ ଶେଷ ଧାଡି ଆସିଯାଏ। #yqbhainan #yqodia #ଶେଷପଂକ୍ତିରେ #munodia #odiakavita #YourQuoteAndMine Collaborating with YourQuote Bhaina