Nojoto: Largest Storytelling Platform

-:ଅମାନିଆ ସେଇ ପିଲା ଦିନଟି:- ସ୍ନିଗ୍ଧ ସକାଳର ସୁରୁଜ କିରଣ

-:ଅମାନିଆ ସେଇ ପିଲା ଦିନଟି:-
ସ୍ନିଗ୍ଧ ସକାଳର ସୁରୁଜ କିରଣ             
         ବରଷାରେ ଭିଜା ସେ ଗାଆଁ ମାଟି
ଶୀତ ସକାଳର ଧୂନି ଜଳା ନିଆଁ          
         ଅମାନିଆ ସେଇ ପିଲା ଦିନଟି।।
ଖରା ବେଳର ସେ ସାଙ୍ଗ ସାଥି ମେଳେ 
          ଝଟକୀ ଉଠଇ ଆମ୍ବ ତୋଟା ଟି
ବର ଓହଳରେ ଡାଳି ମାଙ୍କୁଡ଼ି          
           ହଜିଚି ସେ ଦିନ କାହିଁ କେଉଁଠି
ଅମାନିଆ ସେଇ ପିଲା ଦିନଟି।।


- ସୁବ୍ରତ କୁମାର ଅମାନିଆ ସେଇ ପିଲା ଦିନଟି
#nojotoodiapoetry
#shayeri
-:ଅମାନିଆ ସେଇ ପିଲା ଦିନଟି:-
ସ୍ନିଗ୍ଧ ସକାଳର ସୁରୁଜ କିରଣ             
         ବରଷାରେ ଭିଜା ସେ ଗାଆଁ ମାଟି
ଶୀତ ସକାଳର ଧୂନି ଜଳା ନିଆଁ          
         ଅମାନିଆ ସେଇ ପିଲା ଦିନଟି।।
ଖରା ବେଳର ସେ ସାଙ୍ଗ ସାଥି ମେଳେ 
          ଝଟକୀ ଉଠଇ ଆମ୍ବ ତୋଟା ଟି
ବର ଓହଳରେ ଡାଳି ମାଙ୍କୁଡ଼ି          
           ହଜିଚି ସେ ଦିନ କାହିଁ କେଉଁଠି
ଅମାନିଆ ସେଇ ପିଲା ଦିନଟି।।


- ସୁବ୍ରତ କୁମାର ଅମାନିଆ ସେଇ ପିଲା ଦିନଟି
#nojotoodiapoetry
#shayeri