ପ୍ରତ୍ୟେକ ମନୁଷ୍ୟ ନିଜର ଜୌବନ ,ସୌନ୍ଦର୍ଯ୍ୟ, ଧନ, କୁ ନେଈ କେବେବି ମନରେ ଗର୍ବ କରିବା ଉଚିତ୍ ନୁହେଁ, କାରଣ, ଏ ସବୁ କିଛି କ୍ଷଣ ପାଇଁ , କାରଣ ଜୌବନ ଥିଲାବେଳେ ସମସ୍ତେ ଆକୃଷ୍ଟ ହେବେ ଗଲାପରେ ନୁହେଁ,ସେହିପରି ଧନ ସରିଗଲେ କେହି ପଚାରନ୍ତି ନାହିଁ ,ତେଣୁ ଏହାକୁ ନେଈ ଗର୍ବ କରିବା ଉଚିତ୍ ନୁହେ milan