Gyanaranjan ଙ୍କ ପ୍ରଶ୍ନ , ଭଗବାନ ଙ୍କ ଏ ସୁନ୍ଦର୍ ସୃଷ୍ଟି ରେ ସବୁଠାରୁ ସୁନ୍ଦର୍ କଣ?? ପଥର ଯେଉଁଠି ଶାଳଗ୍ରାମ ହୁଏ ଫୁଲଟା ମଉଳି ଯାଏ, ପଳାଶ ଦେହରେ ଗାଢ଼ ନିଆଁ ଲାଗେ ଗୋଲାପେ କଣ୍ଟକ ଥାଏ। ପ୍ରକୃତି, ପୁରୁଷ, ନାରୀ ଓ ଆକାଶ କେହି ବି ତ ସ୍ଥିର ନୁହେଁ, କେମିତି କହିବି ଈଶ୍ୱର ସୃଷ୍ଟିରେ ସବୁଠୁ ସୁନ୍ଦର କିଏ? Gyanaranjan ଙ୍କ ପ୍ରଶ୍ନର ଉତ୍ତର ଟିଏ, #ଗୋଦାବରୀ #ସମସ୍ୟାସମାଧାନ #ରଜମଉଜ୨ #yqbhaina #yqodia