Nojoto: Largest Storytelling Platform

(ବୋଉ ର ରାଗ) ମୁଁ:- ବୋଉ ମୋ ଘଣ୍ଟା ଟା କୁଆଡେ଼ ଗଲା ପାଉନ

(ବୋଉ ର ରାଗ)

ମୁଁ:- ବୋଉ ମୋ ଘଣ୍ଟା ଟା କୁଆଡେ଼ ଗଲା ପାଉନି,
 ଟିକେ ଦେଲୁ ଆସିକି ।🙄
ବୋଉ:- ସେଇ ଆଲଣା ପାଖ ଟେବୁଲ୍ ଉପରେ ଥିଲା ସେଇଠି ଦେଖେ ଟିକେ, ମୁଁ ପରିବା କାଟୁଛି। 🙂
ମୁଁ:- କାଇଁ କୋଉଠି ପାଉନି ବୋଉ, ତୁ ଆସୁନୁ ଟିକେ।😣
ବୋଉ:- ଯଦି ମୁଁ ଏଠୁ ଉଠିକି ଗଲି ଆଉ ସେଇଠି ମୋତେ ଘଣ୍ଟା ମିଳେ, ତା ହେଲେ ତୋର ମୋର କଥାବାର୍ତ୍ତା। 👿
ମୁଁ:- ନା ଥାଉ ତୁ ଆସେନା, ମୁଁ ଦେଖୁଛି। 😛

 That cuteness overloaded red face of ବୋଉ at that moment is truly priceless. ❤️❤️
#yqbhaina 
#yqodia 
#muodia 
#yqrinku
#rinku 
#rinkuodia 
#ବୋଉ