Nojoto: Largest Storytelling Platform

White ମୁଁ ବୁଝିପାରିଲିନି ମୋତେ ଦେଖି ମୁରୁକି ହସି କିଛି

White ମୁଁ ବୁଝିପାରିଲିନି 
ମୋତେ ଦେଖି ମୁରୁକି ହସି 
କିଛି ବାଟ ଆଗକୁ ଚାଲି ଯାଇ 
ପୁଣି ପଛକୁ ବୁଲି 
ମୋତେ କଣେଇ କଣେଇ ଚାହିଁବାଟା
ବି ପ୍ରେମ ଥିଲା ବୋଲି ।।
ନହେଲେ 
ଏଥର ମଗୁଶୁରେ ମୋ ଘରେ ମାଣ 
ତୋରି ହାତରେ ବସିଥାନ୍ତା ।।

©Subrat Kanungo #love_shayari
White ମୁଁ ବୁଝିପାରିଲିନି 
ମୋତେ ଦେଖି ମୁରୁକି ହସି 
କିଛି ବାଟ ଆଗକୁ ଚାଲି ଯାଇ 
ପୁଣି ପଛକୁ ବୁଲି 
ମୋତେ କଣେଇ କଣେଇ ଚାହିଁବାଟା
ବି ପ୍ରେମ ଥିଲା ବୋଲି ।।
ନହେଲେ 
ଏଥର ମଗୁଶୁରେ ମୋ ଘରେ ମାଣ 
ତୋରି ହାତରେ ବସିଥାନ୍ତା ।।

©Subrat Kanungo #love_shayari