ରକତ୍ ର କାନ୍ଥି ( ଗୁଟେ ଭୁତ୍ କଥାନି, ଭାଗ୍ - ୧) ଭୂତ୍ ଭୂତା ଥିସି କି ନି, ମୁଇଁ ଭି ନାଇ ଜାନେ, କାନ୍ ଯେ କି ମୁଇ ବିଜ୍ଞାନ୍ ର ଛାତ୍ରୀ ଆଏ, ଆଏଖ୍ ଦେଖା କଥା କେ କାଏନ୍ ଶୁନା କଥା ନୁ ଆଘ ବିଶ୍ଵାସ୍ କର୍ ସି। ଲେକିନ୍ ବିଜ୍ଞାନ୍ ଛାତ୍ରୀ ଥିଲେ ଡର୍ ନାଇ ଲାଗେ ବଲ୍ ବାର୍ ଭି ଭୁଲ୍ ଆଏ, ହେଟା ତ ଆପ୍ ନେ ଆପ୍ ହେଇଯିସି। କାନ୍ ଶୁନା କଥା ଗୁଟେ କହ୍ ମି ଜେନ୍ ଥି କି ଡର୍ ହେ ମୋର। ଛାତି ଦୁହ୍ ଲି ଯାଇଥାଏ। ମୁଇଁ କାନା ମୋର୍ ସାଙ୍ଘର୍ ସବୁ ଛୁଆ କପ୍ କପେଇ ଯାଇଥିଲେ। ଖୋବ୍ ପୁର୍ ନା କଥା ଆଏ,ବେଶୀ ଟିଭି ଟୁଭା ନାଇ ଥାଏ ନ।ଆମର ଟୁଇସନ୍ ଦିଦି ତାଙ୍କର ଟୁଇସନ୍ ସାର୍ ଙ୍କ ର କଥା କହୁଥିଲେ।ତାଙ୍କର ସାର୍ କଲେଜ୍ ପଢ଼୍ ଲା ବେଲନ୍ ସମିଆ ଥି ଭୂତ୍ କଥା ଗୁଟେ ସାଧାରନ୍ କଥା ଥାଏ।ସେ ଜେନ ରହୁଥିଲେ,ମାନେ ତାଙ୍କର କଲେଜ୍ ପାଖର୍ ଚେମ୍ବର୍ ଥି କେହେନ୍ ସି ରୁମ୍ ଥି କେହି ଏକ୍ ଲା ନାଇ ରହୁ ଥିଲେ। ଘାଏ ତାଙ୍କର୍ ସାଙ୍ଗ୍ ଯିଏ କି ତାଙ୍କର ରୁମ୍ ମେଟ୍ ଥାଏ କିଛି କାମ୍ ଥି ବାହାର୍ କେ ଭାଗ୍ ଲା ଆଉ ଇ ଯେ ଏକ୍ ଲା ହେଇଗଲେ।ବହୁତ୍ ଟାଇମ୍ ଏଁତା ହଉଥାଏ,ସେ ଗୁଟେ ଜାଗା ନେ ସାମାନ୍ ରଖିଥିବେ ଆଉ ପଢ଼ି କେ ଆସ୍ ଲା ପରେ ସେଟା ଆଉ କେନ ଥିବା। ଦୁହି ଜନ୍ , ଦୁହି ଜନ୍ କେ ରିଶ୍ ମି ହେଉଥିବେ। ଇ ସବୁ କେ ସେତ୍ କି ବଡ଼ ନାଇ ଭାବି।ଆଉ ସେ ଘର୍ ମାଲିକ୍ କାଏଁ ହେଲା ଯେ ଆଉ ସବ୍ କେ ଏକ୍ ଲା ରହି କେ ମନା କରିଛନ୍ତ୍ ତାର୍ କାରନ୍ ଭି ନାଇ ଜାନି।ଆମର ସାର୍ ଭୂତ୍ କେ ବିଶ୍ୱାସ ଭି ନାଇ କରନ୍ତ୍ ,ଆଉ ସାଙ୍ଗ ମାନେ କଥା ହେଲେ ହସି ଦେସନ୍ତ୍। ତାଙ୍କେ ମାନ୍ କେ ମୁରୁଖ୍ କହ୍ ସନ୍ତ୍।ଆଜି କାଲି ପାଠ୍ କେ ଦେଖ୍ ଲେ ଜେନ୍ତା ଭୂତ୍ ଭି ଡର୍ ହେ ଭାଗି ଦେବା କହ୍ ସନ୍ତ୍। ସେଦିନ ସେ ହେନ୍ତା କଲେଜ୍ ନୁ ଆସିଛନ୍ତ କି ଫିର୍ ସେ ସବୁ ସାମାନ୍ ନିଜେ ନିଜେ ଇଦି ସେଦି ଥାଏ।ତାଙ୍କର୍ ସାଙ୍ଗ୍ କେ ଦୋଷ୍ ଦେଇ କେ ସେ ତ ନାଇ ନ। ଡର୍ ଟିକେ ଟିକେ କବଜା କର୍ ବାର୍ ଷ୍ଟାର୍ଟ୍ କର୍ ଲା ନ,ଫେର୍ ନିଜ୍ କେ ସବୁ ଭ୍ରମ୍ ଆଉ ପାଠ ପଢ଼ା ର ପ୍ରେସର୍ ଭାବି କେ ସବୁ ସାମାନ୍ ଠିକ୍ କଲେ।ନିଜେ ରାନ୍ଧ୍ ଲେ ଆଉ ଖାଏଲେ।କିଛି ସନ୍ଧ୍ୟା ବେଳର୍ ଲାଗି ରଖି ଦେଇଥିଲେ।ଅଧା ଘଣ୍ଟା ସୁଇଛନ୍ତ୍ କି ନାଇ ଖଡ୍ ଖଡ୍ ଆବଜ୍ ଥି ଝୁମା ଭାଙ୍ଗି ଗଲା ତାଙ୍କର୍।ମୂଷା ବିଲେଇ ଭାବି କେ ହେଟ୍ ହେଟ୍ କଲେ। ଦେଖ୍ ଲେ କି ତାଙ୍କର ଖାନା ଭି ନାଇ ନ।ବିଲେଇ କେ ଦୁଇ ପଦ୍ ସମ୍ବଲପୁରୀ ଥି ଗାଏଲ୍ ଭି ଦେଇଦେଲେ।ଆଉ ଫେର୍ ସୁଇଗଲେ। ଉଠ୍ ଲେ ମାର୍ କେଟ୍ ଯିବେ ସାମନ୍ ଆନି। ଫେର୍ ଟୁଇସନ୍ ଥିଲା। ଫେର୍ ଅଧା ଘଣ୍ଟା ରେ ଆବାଜ୍ ହେଲା ଆଉ ପହଲାର ନୁ ଆରୁ ଜୋର୍ ସେ। ଏଖେନ୍ ବହୁତ୍ ବେଶୀ ଡରିଗଲେ।ଦେହେ ହାତ୍ ଥର୍ ଥରେଇ ଗଲା ଆଉ ଝାଲ୍ ସର୍ ସର୍ ହେଇ ଗଲେ ନ। ସବୁନୁ ବେଶୀ ତାଙ୍କେ ଚମ୍ କେଇ ଦେଲା ତାଙ୍କର ଖଟ୍ ଥିଲା ଅଲଗା ନ।ଜୋର୍ ସେ କିଲ୍ ଲାଲେ ଆଉ ବାହାର୍ କେ ବାହାରି ଗଲେ। ସବ୍ ଆସୁନ ଆସୁନ ଘର୍ ଛିନ୍ ଛତର୍ ହେଇ ଯାଇଥାଏ। ଗୁଟେ ଗୁନିଆ ଆନ୍ ଲେ।ସେ କିଛି ଏନ୍ ତା ନିଜେ ଦେଖି କେ ଡରି ଗଲା। କାଣା କାଣା ମନ୍ତର୍ ଫୁଙ୍କି କେ ସବୁ କାନ୍ଥି ଥି କଣ୍ଟା ପିଟ୍ ଲା ପରେ ପୁରା ଘର୍ ଖୁନ୍ ଖୁନ୍ ହେଇ ଗଲା। ତାର୍ ନୁ ସେ ସାର୍ ଆଉ ସେ ଏରିଆ ନାଇ ମାଡ଼ ଲେ।