Nojoto: Largest Storytelling Platform

ଲୋକୋଙ୍କ ବିଚାରରେ ନାରୀ _____________________________

ଲୋକୋଙ୍କ ବିଚାରରେ ନାରୀ
_______________________________

ଜନ୍ମ ବେଳୁ ହୁଏ କାହା ଘରେ ଲକ୍ଷ୍ମୀ
ତ କାହା ପାଇଁ ବୋଝୋ ର ପତ୍ର।
ନାରୀ ନୁହେଁ ସେ ଅହିଶୁଲକ୍ଷଣି
ହୁଏ ପରିବରେ୍ ଖୁସି ର ପତ୍ର।।

ପ୍ରତି ମୁହୂର୍ତ୍ତ ରେ ସଂଗ୍ରାମ କରେ ସେ
ପିଇବାକୁ ତାର ସ୍ଥାନ ।
ସମାଜରେ କେବେ ହୁଏ ମହାନ ତ
କେବେ ପାଏ ହିଂସା ର ସ୍ଥାନ।।

ପରଘର ଝିଅ ଶୁଣୁ ଥାଏ କେବେ
କେବେ ଶୁଣେ ଘରର ଶ୍ରୀ।
କାହା ପାଇଁ ହୁଏ ସେ ଅସୁର ବଧିନି
କାହା ପାଇଁ ହୁଏ ସେ ଘରଣୀ ସ୍ତ୍ରୀ।।

ଲୋକୋଙ୍କ ମନକୁ ନେଇ ପାଇ ସେ ପରିଚୟ
କାଉଠି ମନ୍ଦ ତ କାଉଠି ଭଲ ।
ନାରୀ ର ଆଦରେ ହୁଏ ଶ୍ରୀ ଯୁକ୍ତ
ଅନାଦରେ ହୁଏ ନଷ୍ଟ ବ୍ୟକ୍ତି ର ପରିଚୟ।।

 -ସୋନୁ #Women_Special #Mylanguage #nojotoodiapoetry
ଲୋକୋଙ୍କ ବିଚାରରେ ନାରୀ
_______________________________

ଜନ୍ମ ବେଳୁ ହୁଏ କାହା ଘରେ ଲକ୍ଷ୍ମୀ
ତ କାହା ପାଇଁ ବୋଝୋ ର ପତ୍ର।
ନାରୀ ନୁହେଁ ସେ ଅହିଶୁଲକ୍ଷଣି
ହୁଏ ପରିବରେ୍ ଖୁସି ର ପତ୍ର।।

ପ୍ରତି ମୁହୂର୍ତ୍ତ ରେ ସଂଗ୍ରାମ କରେ ସେ
ପିଇବାକୁ ତାର ସ୍ଥାନ ।
ସମାଜରେ କେବେ ହୁଏ ମହାନ ତ
କେବେ ପାଏ ହିଂସା ର ସ୍ଥାନ।।

ପରଘର ଝିଅ ଶୁଣୁ ଥାଏ କେବେ
କେବେ ଶୁଣେ ଘରର ଶ୍ରୀ।
କାହା ପାଇଁ ହୁଏ ସେ ଅସୁର ବଧିନି
କାହା ପାଇଁ ହୁଏ ସେ ଘରଣୀ ସ୍ତ୍ରୀ।।

ଲୋକୋଙ୍କ ମନକୁ ନେଇ ପାଇ ସେ ପରିଚୟ
କାଉଠି ମନ୍ଦ ତ କାଉଠି ଭଲ ।
ନାରୀ ର ଆଦରେ ହୁଏ ଶ୍ରୀ ଯୁକ୍ତ
ଅନାଦରେ ହୁଏ ନଷ୍ଟ ବ୍ୟକ୍ତି ର ପରିଚୟ।।

 -ସୋନୁ #Women_Special #Mylanguage #nojotoodiapoetry
sonudash7561

Sonu Dash

New Creator