Nojoto: Largest Storytelling Platform

ବିରହ ର ଅନ୍ତକୋହ ଖେଳିଯାଏ ଯେବେ ଦେହେ, ମରୁ

ବିରହ ର ଅନ୍ତକୋହ
             ଖେଳିଯାଏ ଯେବେ ଦେହେ,
ମରୁବାଲି ର ଝଡ଼ ବି ଗୁମୁରି କିଛି କହେ।।
        ନିଦାଘ ବରଷା ରେ ଫଗୁଣ କୋଳାଏ
ଅଲିଅଳି ସୁନା ଦେହ,
         ଗୋଲାପି ଅଧରେ ଜକେଇ ଯାଏ ଆଖି ଲୁହ।। Your quote #odiakavita #bhaina
ବିରହ ର ଅନ୍ତକୋହ
             ଖେଳିଯାଏ ଯେବେ ଦେହେ,
ମରୁବାଲି ର ଝଡ଼ ବି ଗୁମୁରି କିଛି କହେ।।
        ନିଦାଘ ବରଷା ରେ ଫଗୁଣ କୋଳାଏ
ଅଲିଅଳି ସୁନା ଦେହ,
         ଗୋଲାପି ଅଧରେ ଜକେଇ ଯାଏ ଆଖି ଲୁହ।। Your quote #odiakavita #bhaina