Nojoto: Largest Storytelling Platform

ନାରୀ, ସବୁ ଦୁଃଖ ଯନ୍ତ୍ରଣାକୁ ଛାତିରେ ଚାପିଧରି, ମୁହଁ ରେ

ନାରୀ,
ସବୁ ଦୁଃଖ ଯନ୍ତ୍ରଣାକୁ ଛାତିରେ ଚାପିଧରି,
ମୁହଁ ରେ ହସର ମୁଖାଟିଏ ପିନ୍ଧିଦିଏ।
ଦୁନିଆ ଏକ ରଙ୍ଗମଞ୍ଚ,
ମାନି ନେଇଛି ସେ।
ସେଥିପାଇଁ ଯେତେ କଷ୍ଟ ଥିଲେ ବି,
ଖୁସି ଅଛି ବୋଲି ଅଭିନୟ କରେ । #ଅଭିନୟ #ନାରୀ #YQdidi #yqbaba #yourquote #YQBhaina #YQOdia #MunOdia #YoPoWriMo #Abhinaya