ନିତିଦିନ ମୋର ସପନେ ଆସୁଛ ଛାଇ ହୋଇ ମୋର ପଛେ ଚାଲୁଅଛ, ଏ ହୃଦେ ମୋହର କୋହ ଭରିଅଛ କି କହିବି ସଖା ଏ କି ଯନ୍ତ୍ରଣା ଦେଉଛ ..!!?? ©Dipika Sahoo #Baagh #odiawritings #sayari #odiakavita #odianojoto