Nojoto: Largest Storytelling Platform

ପ୍ରୀତିଫୁଲ(୨୦୦) ଜନମ ନେବି ମୁଁ ଶହେ ଥର ନୁହେଁ ଦୁଇ ଶହ ଥ

ପ୍ରୀତିଫୁଲ(୨୦୦)

ଜନମ ନେବି ମୁଁ
ଶହେ ଥର ନୁହେଁ
ଦୁଇ ଶହ ଥର ଜାଣ,
ଯେଣୁ ତମ ପ୍ରୀତି
ଜହ୍ନ ସମ ତୋଫା
ଜ୍ୟୋତ୍ସ୍ନାହୂତି ପ୍ରତିକ୍ଷଣ  ।
     ***

©ସୁଜିତ୍ କୁମାର ମିଶ୍ର #MoonBehindTree
ପ୍ରୀତିଫୁଲ(୨୦୦)

ଜନମ ନେବି ମୁଁ
ଶହେ ଥର ନୁହେଁ
ଦୁଇ ଶହ ଥର ଜାଣ,
ଯେଣୁ ତମ ପ୍ରୀତି
ଜହ୍ନ ସମ ତୋଫା
ଜ୍ୟୋତ୍ସ୍ନାହୂତି ପ୍ରତିକ୍ଷଣ  ।
     ***

©ସୁଜିତ୍ କୁମାର ମିଶ୍ର #MoonBehindTree