Nojoto: Largest Storytelling Platform

ପ୍ରେମ ସାଗରରେ ଭସେଇ ଦେଇ ତୁ କରି ଚାଲିଗଲୁ ଏକା ଆ

ପ୍ରେମ ସାଗରରେ ଭସେଇ ଦେଇ ତୁ
       କରି ଚାଲିଗଲୁ ଏକା 
ଆଜି ମୋର ଏହି ନିରୀହ ହୃଦୟ
       ପାଉନି ତତେରେ ଦେଖା

©Lachhaman Majhi #Laxman_majhi

#toyheart
ପ୍ରେମ ସାଗରରେ ଭସେଇ ଦେଇ ତୁ
       କରି ଚାଲିଗଲୁ ଏକା 
ଆଜି ମୋର ଏହି ନିରୀହ ହୃଦୟ
       ପାଉନି ତତେରେ ଦେଖା

©Lachhaman Majhi #Laxman_majhi

#toyheart