Nojoto: Largest Storytelling Platform

ସ୍ୱପ୍ନ .... କିଣି ବିକି ପାରୁଥିବା ଆଖି ସିନା ରଖେ ଲାଭକ୍ଷ

ସ୍ୱପ୍ନ ....
କିଣି ବିକି ପାରୁଥିବା ଆଖି ସିନା ରଖେ
ଲାଭକ୍ଷତିର ହିସାବ,
ଏ ଆଖିରେ
ଦ୍ଵିପହର ନିଦ ବି ପାର୍ ପାଏନା...

#ଯାହା_ଯେମିତି_ସେମିତି
#ପଲ୍ଲବୀ
୧୫/୧୦/୨୨ #yqbhaina #yqodia #firstquote
ସ୍ୱପ୍ନ ....
କିଣି ବିକି ପାରୁଥିବା ଆଖି ସିନା ରଖେ
ଲାଭକ୍ଷତିର ହିସାବ,
ଏ ଆଖିରେ
ଦ୍ଵିପହର ନିଦ ବି ପାର୍ ପାଏନା...

#ଯାହା_ଯେମିତି_ସେମିତି
#ପଲ୍ଲବୀ
୧୫/୧୦/୨୨ #yqbhaina #yqodia #firstquote