White ଜୀବନ ର ସନ୍ଧ୍ୟା ରେ ଅନୁଭୂତି ଆଲୋକରେ ସ୍ପଷ୍ଟ ଦିଶେ ଅନ୍ଧକାରେ ରାମ ନାମ ମନ ଧରେ କବିମନ ହଜିଯାଏ ମାୟାମୋହ ଛାଡିଯାଏ ଆଉ କବିତା ର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera କବି ର ଶବ୍ଦ ସବୁ କବିତା ପାଲଟି ଯାଏ