ଭାରତ ନାମରେ ଅଛି ଦେଶଟିଏ ତା ' ମଧ୍ୟେ ରାଜ୍ୟ ଉତ୍କଳ। ଧନ ଜନ ସବୁ ପୁରି ରହିଥିଲା ଥିଲା ଶତ ସିଂହଙ୍କର ବଳ। ସ୍ଵତନ୍ତ୍ର ହୋଇଲା ଅପ୍ରେଲ ୧ରେ ନାମ ତା' ସ୍ଵତନ୍ତ୍ର ଉତ୍କଳ। ତା' କୋଳରେ କେତେ ବୀର ଯେ ଜନମ କଳନା ତାଙ୍କ ଅସୀମ। #utkaldivas #🙏🙏