Nojoto: Largest Storytelling Platform

ହୃଦୟ ଟା ଯେବେ ସମ୍ଭାଳି ପାରେନା କୋହ ସବୁ ଏ ଛାତି ର ଆଖି ଦ

ହୃଦୟ ଟା ଯେବେ ସମ୍ଭାଳି ପାରେନା କୋହ ସବୁ ଏ ଛାତି ର
ଆଖି ଦୁଇ ଦେଇ ବହିଯାଏ କୋହ ରୂପୀ ଅଶ୍ରୁ ଧାର।।
କାନ୍ଦେନା ନୟନ କାନ୍ଦୁ ଥାଏ ମନ କଷ୍ଟକୁ ନ ପାରି ସହି
ନ କାନ୍ଦି ଯଦି ବି କୋହକୁ ଧରିବ ଛାତି ଯିବ ଫାଳ ହୋଇ ।।
ଶବଦ ତ ହୋଇଥାଏ ଭାଙ୍ଗିଲେ କାଚ ର ଆଇନା
ହୃଦୟ ଟା ଯେବେ ଭାଙ୍ଗେ କେହି କେବେ ବୁଝି ପାରେନା।।

©Mamata Sau
  #feellikewriting 
#igwriterclub