Red sands and spectacular sandstone rock formations ପାଖରେ ସବୁକିଛି ଥାଇ ବି ମୁଁ ଆଜି ଅଧୁରା ତୁମ ବିନା.. ଖୁସିର ପାହାଡ଼ ଉପରେ ଠିଆହେଇ ବି ମୁଁ ଲୁହର ବର୍ଷାରେ ଭିଜୁଛି ତୁମ ବିନା.. ବାସ୍ତବତାର ମହଲ ଭିତରେ ରହି ବି ମୋ ସ୍ଵପ୍ନ ଢେଉର ଆଘାତରେ ବାଲିଘର ପରି ଭାଙ୍ଗିଯାଏ ତୁମ ବିନା.. ଶବ୍ଦର ସହରରେ ହଜି ବି ମୁଁ ମୁକ ପାଲଟି ଯାଏ ତୁମ ବିନା.. ତମ ଠୁ ଦୁରରେ ରହି ମୁଁ ବିରହର ନିଆଁରେ ପ୍ରତି ମୁହୂର୍ତ୍ତରେ ଜଳୁଛି ତୁମ ବିନା.. ହଁ କେମିତି ବୁଝେଇବି ମୁଁ ତୁମକୁ ମୋର ଅସ୍ତିତ୍ଵ, ମୋ ଖୁସି, ମୋ ବାସ୍ତବତା ଏମିତିକି ମୋ ଜୀବନ ବି ମୂଲ୍ୟହୀନ ବାସ୍ ତୁମ ବିନା... ****** ©Subrat Kanungo #Sands