ସେଇ ଅସ୍ତମିତ ସୂର୍ଯ୍ୟ, ଗୋଧୂଳିର ରଂଗ ଆଉ ସାଗର ବେଳା, ବୋଳିଦେଲା ତୁମ-ମୋ ଦେହେ ପ୍ରେମର ପ୍ରଲେପ । ସାକ୍ଷୀ ରଖି ସେଇ ସାଗରର ଅମାନିଆ ଲହରୀକୁ, ସେଇ ବେଳାଭୂମିର ଓଦା ବାଲି କୁ, ତୁମେ ମୁଁ ମିଶି ତୋଳିଥିଲେ, ଆମ ସମ୍ପର୍କର ମଧୁର ଆଳାପ । #ଆଳାପ #ପ୍ରେମ #ସାଗର #ବେଳାଭୂମି #alapa #YQdidi #yqbaba #yourquote #BoostThyself #YoPoWriMo #Poem #poetry #YQBhaina #YQOdia #MunOdia #love