ଓଡିଶା ସନ୍ତାନ ଆମେ ରେ ଡର ଭୟ ଜମା ନାହିଁ ମନରେ। ବୀର ସୈନିକ ଆମେ ହୋଇବୁ ଦେଶରୁ ଅଭାବ ହଟାଇ ଦେବୁ। ବାଜି ରାଉତର ସାହସ ଭରି, ଦେଶ ପାଇଁ ଦୁଃଖ ନେବୁ ରେ ବରି। ଗାନ୍ଧିଜୀଙ୍କ ଗୁଣ ଶିଖିବୁ ସଭିଙ୍କୁ ଆଦର ସ୍ନେହ କରିବୁ। ହଟିବୁନିରେ ଆମେ ପଛକୁ ଆଗେଇ ନେବୁରେ ଆମ ଦେଶକୁ। -ଜୟପ୍ରକାଶ #odisha #poem #poet #advancehappy utkal Divas