ଶ୍ରୀଯୁକ୍ତ ସମାଜ ଧର୍ଯ୍ୟ ହରା ସମାଜଟା ଧିକ୍କାର କରୁଛି ବର୍ତ୍ତମଙ୍କୁ ଘଟୁଥିବା ଚମତ୍କାରକୁ ନୋଦେଖି ମୋରି ପୋଡି ଖୋଜିବୁଲୁଚି ଭୁଲ କୁ ଟିକେ ପ୍ରତିବାଦ ରୋ ସ୍ୱର କୁ କୋମକୋରି ପରିବର୍ତ୍ତନ କୁ ଅପଣାନ୍ତ କି? ସୃଷ୍ଟି କୁ ପରଖି ଦେଖି ସଜାଡି ରଖନ୍ତା କି? ନା, ତା ନୁହେଁ, ବରଂ କାଦୁଅ ଫିଙ୍ଗା ଫିଙ୍ଗି ହୋଇ ସଜାଡି ବା ପରିବର୍ତେ ବିହାଡୁଛନ୍ତି କେତେ ଭଲ ହୁଅନ୍ତା ବ୍ୟସ୍ତ ବହୁଳ ଜୀବନ ରୁ ବାହାରି ପ୍ରକୃତି କୁ ଉପଭୋଗ କୋରନ୍ତ ଇଟା, କଂକ୍ରିଟ ରୋ ପ୍ରକୃତି ନୁହଁ ବରଂ ଗୋଛ, ଲତା ରୋ ପ୍ରକୃତି ପ୍ରାକୃତିକ ପରିବେଶ କୁ ଦେଖି ଆନନ୍ଦ ଉପଭୋଗ କରନ୍ତା ବୁଝିପାରନ୍ତା ତା ରୋ ଆବଶ୍ୟକତା କୁ ପ୍ରେରିତୋ କରନ୍ତା ନିଜକୁ ଏବଂ ଅନ୍ୟକୁ ପରିବେଶ ବଞ୍ଚାଇବାରେ, ସମାଜ କୁ ସୁସ୍ଥ ରଖିବାରେ । Odia Poem