ଅନେକ ବନ୍ଧୁ କଂର ପ୍ରେମ ହୋଈଯିବା ପରେ ତାଙ୍କୁ ଯଦି ପଚାରିଲେ ତୁମେ କଣ ଦେଖି ମୋତେ ପସନ୍ଦ କଲ , ସେଠାରେ ପ୍ରାୟ ଉତର ଆସେ , ତୁମ ଟୋନ୍ ବହୁତ ମଠା ,ସେଥି ଯୋଗୁ ମୁଁ ତୁମକୁ ପସନ୍ଦ କରେ, ଜଦି କୌଣସି କାରଣରୁ ସେ ତାର ଟୋନ୍ ହରେଈ ବସେ ,କଣ ସେ ତାକୁ ଭୁଲିଜିବତ, କାରଣ ,ସେ ହୃଦୟକୁ ନୁହେ ଟୋନ୍ କୁ ଭଲ ପାଉଛି ,,ତେଣୁ ପ୍ରକୃତ ଭଲପାଈବା ହୋଟେଲ୍ କିମ୍ବା ଟକାଂ ରେ ନଥାଏ, କେବଳ ,ଅନ୍ଧ ଭଳି ଭଲ ପାଉଥିବା ହୃଦୟ ଟିଏ ଦରକାର, milan