Nojoto: Largest Storytelling Platform

ଯେଉଁ ଶରୀରକୁ ନେଇ ତୁ ଗର୍ବ କରୁଥିଲୁ ସେ ଶରୀର ତୋର ଆଜି ଏ

ଯେଉଁ ଶରୀରକୁ ନେଇ ତୁ ଗର୍ବ କରୁଥିଲୁ
ସେ ଶରୀର ତୋର ଆଜି ଏ ମାଟିରେ ମିଶିଗଲା
ହେଲେ ମୋ ଭଲପାଇବା ସେମିତି ଥିଲା ଯେମିତି ଆଗରୁ ଥିଲା
ଏବେ ସେମିତି ରହିଲା

©Diptimayee Nayak
  #doori #love #hearthbroken #Broken💔Heart #Broken #odiawritings #odianojoto