ମନ କହେ ଉଡ଼ିଯିବ ଦୂର ଆକାଶକୁ ଆବଶ୍ୟକ ହୁଏ କେବଳ ଡେଣାଟିଏ, ମନ କହେ ଉଡ଼ିଯିବ ସାଗର ଗର୍ଭକୁ ଥିଲେ ତାର ପାଖେ ସାଥିଟିଏ। ଏ ମନ ଖୋଜେ.... ତା ପରି ଗୋଟେ ସୁନ୍ଦର ମନକୁ ଯିଏ ବୁଝିପାରୁଥିବ.... ତା ହୃଦୟର ଧଡକନ୍ କୁ ଚାଲୁଥିବ ପଦେ ତାର ପାଦକୁ ମିଳାଇ ଅଧାବାଟେ କେବେ ତାର ହାତନ ଛାଡ଼ଇ, ଯେତେ ପ୍ରତିଘାତ ଆସୁ ଜୀବନରେ ତାର କରିବା ସାମ୍ନା ତାହାର ନ ଥିବରେ ଡର। ଯେତେ ଭୁଲ କରେ ପଛେ ଧରିନ ବସିବ ସୁନ୍ଦର ହୃଦୟେ ତାର ଏଡାଇ ସେ ଦବ, ରହିଥିବା ସଦା ପାଖେ ସେ ମୋହର ସାଥ ଦେଉଥିବ ସଦା ସାଥେ ମୋହର। ©Subha Subha #ମନ 🥰💞🥳