ओंस की बूँद चेहरे पर पड़ रही थी। ଶୀକର ସମୀରା ପ୍ରେମ ମହକିଲେ ଅନ୍ତରୁ ଝରଇ ଶୀକର ସମୀରା ଛୁଆଁ, ମୂହୁର୍ତ୍ତ ହୁଅଇ ମହାର୍ଘ ବସନ୍ତ ବର୍ଷି ବିରହର ନିଆଁ । **** ©ସୁଜିତ୍ କୁମାର ମିଶ୍ର #HamariAdhur