ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟାଳୟ ପାନ ଓ ଗୁଟଖା ଖିଆ ଲୋକଙ୍କୁ ବାରଣ କରାଯାଉ ପାନ ଦେଣ ନେଣରୁ ଆରମ୍ଭ ହୁଏ ଲାଞ୍ଚ କାରବାର ସୁନ୍ଦର କାନ୍ଥକୁ ଅସୁନ୍ଦର କରିବାରେ ଏମାନଙ୍କର ଅନେକ ଭୂମିକା #ପାନକୁ_ବାରଣ #ଅନୁଜ_ଦାସ #Nobettle #governmentoffice