Nojoto: Largest Storytelling Platform

ଜ୍ଯେଷ୍ଠ ରେ ଛୁଇଁଲ ପାଦ ମିଛରେ ମିଛରେ ସାବିତ୍ରୀ ର ଅଭିନୟ

ଜ୍ଯେଷ୍ଠ ରେ ଛୁଇଁଲ ପାଦ 
ମିଛରେ ମିଛରେ
ସାବିତ୍ରୀ ର ଅଭିନୟ 
କରି ଅମାବାସ୍ଯାରେ, 
କାହାଲାଗି ଉପବାସ 
ଥିଲା କିଏ ମନରେ
ମୋତେ କାହିଁ ଲାଗେ 
ତୁମେ ମୋର ସତରେ ସତରେ  ।। 
                    ✍ ନିହାର ରଞ୍ଜନ ପରିଡ଼ା #Jyestha
ଜ୍ଯେଷ୍ଠ ରେ ଛୁଇଁଲ ପାଦ 
ମିଛରେ ମିଛରେ
ସାବିତ୍ରୀ ର ଅଭିନୟ 
କରି ଅମାବାସ୍ଯାରେ, 
କାହାଲାଗି ଉପବାସ 
ଥିଲା କିଏ ମନରେ
ମୋତେ କାହିଁ ଲାଗେ 
ତୁମେ ମୋର ସତରେ ସତରେ  ।। 
                    ✍ ନିହାର ରଞ୍ଜନ ପରିଡ଼ା #Jyestha