Nojoto: Largest Storytelling Platform

ବରଷା ହେବାକୁ ଅଳ୍ପ ବାକି ବରଷା ଆସୁଚି ମାଡ଼ି, ତୁମ ନାଁ ମୋ

ବରଷା ହେବାକୁ ଅଳ୍ପ ବାକି
ବରଷା ଆସୁଚି ମାଡ଼ି,
ତୁମ ନାଁ ମୋ ନାଁ ଯୋଡ଼ି ଦେଇ
ନୂଆ ଧାରା ପ୍ରେମ ପଢ଼ି।

©Sindhbeer Nayak
  #Barsaat #ନୂଆ ଧାରା ପ୍ରେମ🎸💃💃♥️

#Barsaat #ନୂଆ ଧାରା ପ୍ରେମ🎸💃💃♥️ #ଶାୟାରି

189 Views