Nojoto: Largest Storytelling Platform

ପରଷା ଯାଇଥିବା ଖାଦ୍ୟରେ ବି ବାସ୍ନା ଖୋଜେ ମୁଁ ତମେ ଚୋରେଇକ

ପରଷା ଯାଇଥିବା ଖାଦ୍ୟରେ ବି ବାସ୍ନା ଖୋଜେ ମୁଁ
ତମେ ଚୋରେଇକି ଆଣିଥିବା ଖାଇବାର,
 ତା ଭିତରେ ଘାଣ୍ଟି ପକାଏ ଲୁଚିଛପି ରହିଥିବା ସ୍ନେହ
ତମେ ଆଦରି ଦେଇଥିବା ମେଞ୍ଚାଏ ପ୍ରେମ
ଚାଟିଚୁଟି ଖାଇପକାଏ ଯୋଉ ମୁଁ
ଆଉ ଯେଉଁଠି ଖାଇଲେ ବି କଣ ସେ ସୁଖ ଅଛି?
ଅନ୍ନ ଗୁଡା ପାଟିକୁ ସିନା ଯାଉଛି
ହେଲେ ତମ ଚୋରାଖାଦ୍ୟ  ହୃଦୟ ରେ ଘର କରି ଅଛି ପରା ଚୋରା ଖାଦ୍ୟ
#yqodia #yqbhaina #yqquotes  #foodquote
ପରଷା ଯାଇଥିବା ଖାଦ୍ୟରେ ବି ବାସ୍ନା ଖୋଜେ ମୁଁ
ତମେ ଚୋରେଇକି ଆଣିଥିବା ଖାଇବାର,
 ତା ଭିତରେ ଘାଣ୍ଟି ପକାଏ ଲୁଚିଛପି ରହିଥିବା ସ୍ନେହ
ତମେ ଆଦରି ଦେଇଥିବା ମେଞ୍ଚାଏ ପ୍ରେମ
ଚାଟିଚୁଟି ଖାଇପକାଏ ଯୋଉ ମୁଁ
ଆଉ ଯେଉଁଠି ଖାଇଲେ ବି କଣ ସେ ସୁଖ ଅଛି?
ଅନ୍ନ ଗୁଡା ପାଟିକୁ ସିନା ଯାଉଛି
ହେଲେ ତମ ଚୋରାଖାଦ୍ୟ  ହୃଦୟ ରେ ଘର କରି ଅଛି ପରା ଚୋରା ଖାଦ୍ୟ
#yqodia #yqbhaina #yqquotes  #foodquote