Nojoto: Largest Storytelling Platform

ଚିଂହ୍ନିଲି ବନ୍ଧୁକୁ ତାର ବନ୍ଧୁତା ଭାବକୁ କେତେ ଯେ ନିର୍ମଳ

ଚିଂହ୍ନିଲି ବନ୍ଧୁକୁ ତାର ବନ୍ଧୁତା ଭାବକୁ
କେତେ ଯେ ନିର୍ମଳ ସେହି
ଦୁଃଖ ପଡ଼ି ଥିଲେ ଦୁରେ ଦୁରେ ଥାଇ
ସୁଖରେ ଲୋଡ଼ନ୍ତି ରେ ସେଇ
କପାଳ ଫାଟଇ ଦଇବ ଦାଉ ରୁ
ଫାଟିଯାଉଥାଏ ଛାତି ...
ମନ ଖୋଜୁ ଥାଏ କେହି ଯେ ଆପଣା ଦେଖାନ୍ତା କି ସହାନଭୂତି
ନଥାନ୍ତି ରେ କେହି ଦୁଃଖ ସମୟରେ କହିବାକୁ ଆହା କେହି
କହିମୁଁ ପାରେନା ସ୍ବାର୍ଥପର ବୋଲି ଦୁନିଆର ନୀତି ଏଇ...
ନିଜ ସୁବିଧାକୁ ଆଗ ରେ ଦେଖିବେ .. ଅନ୍ୟ କଥା ଯାଇ ଭୁଲି
100 ରୁ ଥିବେ ରେ 10 ଜଣ ଲୋକ ଯିଏ

©Mamata Sau
  #Hansti_aankhon_mei_aansu
#igwriters 
#writer 
#writerofindia 
#wordporn 
#Odisha 
#odiawritings 
#SAD