ପ୍ରଶ୍ନ- ଶବରୀ ଅଇଁଠା ଖାଇଲ ,ଅଭିମନ୍ୟୁ କୁ ମାରିଲ , ପ୍ରଭୁ ତମେ ମିଛ କହିଲ ? ପ୍ରଭୁ ମିଛୁଆ କି ?? ଉତ୍ତର- ନା ପ୍ରଭୁ ମିଛୁଆ ନୁହନ୍ତି । ପ୍ରଭୁଙ୍କ ପ୍ରତ୍ୟେକ କାର୍ଯ୍ୟ ପଛରେ ସବୁବେଳେ ଉଦେଶ୍ଯ ଥାଏ ,ସମାଜକୁ ଶିକ୍ଷା ମିଳିଥାଏ ।ସେ ତ ଭକ୍ତଙ୍କର ଭଗବାନ । ଭକ୍ତଙ୍କର ଦୁଃଖ ସେ କେବେ ଦେଖି ପାରନ୍ତିନି।ସେ ଶବରୀ,ଦୌପଦୀ, ପ୍ରହ୍ଲାଦ, ଧ୍ରୁବ ର ଦୁଃଖ ଦେଖି ପାରି ନ ଥିଲେ । ଭକ୍ତଙ୍କ ରକ୍ଷା ପାଇଁ ତାଙ୍କର କେବେ ଯେ ରୂପ ।ପ୍ରଭୁ ମିଛୁଆ ନୁହନ୍ତି , ସଂସାରର ସୃଷ୍ଟିକର୍ତ୍ତା ସେ ତାଙ୍କ ବିନା ଇସାରାରେ ଗଛରୁ ପତ୍ର ହଲେନି। @Bikash Kumar ( ବିକାଶ କୁମାର ଜେନା ) ପ୍ରଶ୍ନ ର ଉତ୍ତର ।। #ସମସ୍ୟାସମାଧାନ #ରଜମଉଜ୨ #ଗଙ୍ଗା #yqodia #yqbhainaa