ବୈଶାଖୀର୍ ଦିହିପହରିଆ ବର୍ଷାଟା ଜୁର୍ରେ ଝାଡ଼ିଦେଇକି ପୁଣି ଛାଡି ଯାଇଥିବାର୍ ପରେ, ଚାରିଟା ବେଳେ ତୁମର୍ ସେଇ କାଦୁଆ ଗଳିଟା ଦେଇକି ଯଉଁ ଟିଉସନ୍ ଯାଉଥିଲି ନା' !! ଜୀବନର ପ୍ରଥମ୍ କରି ପ୍ରେମଟା ସେଇ ସେତକିବେଳେ ହେଇଥିଲା... #yqbhaina #yqodia #odiawritings #mayurbhanjia #misschhumantar #MICR309 #templates #YourQuoteAndMine Collaborating with Blank Paper