ଏ କି ବରଷା, ଏ କେମିତି ରାତି, କିଛି ଓଦା ସ୍ବପ୍ନ, କିଛି ଅଭୁଲା ସ୍ମୃତି, ସ୍ମୃତି ର ଶାମୁକା ଟିଏ ପାଇଁ, ଖୋଜୁଛି ସାଗର କୂଳେ ଥାଇ, ସେ ନିଝୁମ ରାତି ର ସାଥୀ। ଆଜି ଅନ୍ଧାର ରହିଛି ବାକି, ଏ ଜହ୍ନ ଆଲୁଅ ଦଉଚି ଠକି, ଆସିବ କି ବର୍ଷା ମୋ ପ୍ରିୟା କୁ ନେଇ , ଚିତ୍ତ ଭେଦି,ଆତ୍ମା କୁ ମୋ ଭିଜାଇବା ପାଇଁ, ଏ ରାତି କି ରହିବ ଆମ ସାକ୍ଷୀ। ମେଘର ସେ ଲାଜୁଆ ଚାହାଣୀ, ମନ ରେ ମୋ ଶୀହରଣ ଦିଏ ଆଣି, ମୋ ପ୍ରେମ କବିତା ର ନାୟିକା ହେବାକୁ, ସତ ରେ କଣ ଆସିବ କି ତୁମେ, ତୁମ ହୃଦୟ ରେ ମୋ ପାଇଁ ଜାଗା ଆଣି, ନ ସାଜିଯିବ ତୁମେ ଗୋଟେ କାହାଣୀ।। ବର୍ଷା ରାତି💓💓 #love #poetry #romantic #sizzlingrain #rainynights #yqodia #yqdidi