ତୁମେ ଚାଲିଗଲ ଅଜଣା ରାଇଜେ, ମୁଁ ରହିଅଛି ଏଠି.. ତୁମେ ହଜିଗଲ ଅଗନା ବନସ୍ତେ, ମୁଁ ଖୋଜୁଅଛି ଏଠି.. ଚାଲିଗଲ କିମ୍ବା ହଜିଗଲ ତୁମେ, ପାରୁନି ତ ମୁଁ ଜାଣି.. ମିଛରେ କିମ୍ବା ସତରେ ତୁମେ, ଯାଇନ ତ ଜାଣିଶୁଣି.. #କିଛି କଥା କିଛି ବ୍ୟଥା #କ୍ଷତାକ୍ତ_ଅତୀତ #yqodiakabita #yqbhaina