Nojoto: Largest Storytelling Platform

*ଏ ବର୍ଷା* ************** ଗ୍ରୀଷ୍ମର ଉତ୍ତାପ।🥵 ବର୍ଷା

*ଏ ବର୍ଷା*
**************

ଗ୍ରୀଷ୍ମର ଉତ୍ତାପ।🥵
ବର୍ଷାର ଶୀତଳତା।⛈️
ଦେହର ତାପମାତ୍ରା।🤒
ମନର ଆବେଗ।😐
ତୁମର ସ୍ପର୍ଶ।🤗
ମୋର ଶିହରଣ।🤭
ତୁମେ କାରଣ।🫂💞
ପ୍ରେମ ଅକାରଣ।❣️🤞
ଚାତକ ମୁଁ।💁‍♀️
ବାରିଧି ତୁମେ।💁‍♂️
ଛୁଇଁଲ ଆଜି।🙈
ପାଇଲି ଜୀବନ।। 👩‍❤️‍👨

***************

©Baisakhi Mohanty ଏ ବର୍ଷା ର ମହକ 🤗💞...
#together #you_and_me 
#mylion

#rain
*ଏ ବର୍ଷା*
**************

ଗ୍ରୀଷ୍ମର ଉତ୍ତାପ।🥵
ବର୍ଷାର ଶୀତଳତା।⛈️
ଦେହର ତାପମାତ୍ରା।🤒
ମନର ଆବେଗ।😐
ତୁମର ସ୍ପର୍ଶ।🤗
ମୋର ଶିହରଣ।🤭
ତୁମେ କାରଣ।🫂💞
ପ୍ରେମ ଅକାରଣ।❣️🤞
ଚାତକ ମୁଁ।💁‍♀️
ବାରିଧି ତୁମେ।💁‍♂️
ଛୁଇଁଲ ଆଜି।🙈
ପାଇଲି ଜୀବନ।। 👩‍❤️‍👨

***************

©Baisakhi Mohanty ଏ ବର୍ଷା ର ମହକ 🤗💞...
#together #you_and_me 
#mylion

#rain