-:ପିଲାଦିନ:- _____________ କେତେ ଯେ ମଧୁର କେତେ ମନୋରମ ଚଗଲା ଲହଡ଼ି ଢେଉ, ସେ ଢେଉ ପାଣିରେ ହଜି ଯାଇଛି ସେ ଖୋଜି ମୁଁ ପାଉନି ଆଉ । ସାଙ୍ଗସାଥୀ କେତେ ଖେଳି ବୁଲୁଥିଲୁ ନଥିଲା କିଛି ଚିନ୍ତା , କୋଉଠି ହଜିଲା ସେ ଦିନ ଗୁଡ଼ିକ ଭାବୁଥାଏ ତା କଥା । କୋଳି , ପିଜୁଳି ଯେ ଆମ୍ବ, କଇଥ ସବୁ ଖାଉ ଚୋରିକରି, ଧରା ପଡିଗଲେ ସାଙ୍ଗସାଥୀ ମେଳେ ମିଛରେ ଯେ କରୁ କଳି। ଭୁଲି ମୁ ପାରୁନି ପାରିବି ବି ନାହିଁ ସାଙ୍ଗ ମାନଙ୍କର କଥା , ସାଙ୍ଗ ତୁ ,ମୋତେ ବେଳେବେଳେ ଟିକେ ମାନେପକାଉ ଥା।" ©Subha Subha #Childhoodshyari #Missyoumyfrnd #MissSchoolDays